ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର 150 ତମ କ୍ୟାଲେଣ୍ଡର ପ୍ରସ୍ତୁତ କରି ସମ୍ବର୍ଦ୍ଧିତ ହୋଇଛନ୍ତି ବ୍ରହ୍ମପୁରର ଯୁବ ଇଂଞ୍ଜିନିୟର ବିଜୟ କୁମାର । ଦେଶ ପାଇଁ କାମ କରିବାକୁ ଦେଲେ ଆହ୍ବାନ ।